ଅଧିକ ପଢନ୍ତୁ : ୨୪ ଘଣ୍ଟାରେ ଦେଶରେ ୬ ମୃତ, ୧୮୦୫ ସଂକ୍ରମିତ
ଏହି ଛାତ୍ରମାନେ ଅସୁସ୍ଥ ଲୋକଙ୍କୁ ମଧ୍ୟ ସେବା କରିଥିଲେ ଏବଂ ସେମାନଙ୍କୁ ନୂତନ ସରକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଶନିବାର ବିଭିନ୍ନ ଅଞ୍ଚଳର 70 ଟି ଗାଁର ଲୋକଙ୍କୁ ସେବା କରିବାକୁ ବାହାରକୁ ଯାଇଥାନ୍ତି ।