୨୦୦୮ରୁ ଏହି ଦିବସ ସାରା ବିଶ୍ୱରେ ପାଳିତ ହେଉଛି । ପାଖାପାଖି ୧୯୦ଟି ଦେଶ EARTH HOUR ପାଳନ କରିଆସୁଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ।
SWITCH OFF, GIVE AN HOUR FOR EARTH ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ । ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବାକୁ ବାଲୁକାକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।
#GiveAnHourForEarth Join us for #EarthHour on 23rd March 2024 at 8.30pm to 9.30pm Switch of all Non- essential lights. My sand art at Puri beach in Odisha. To celebrate sustainability and raise awareness on climate changes . pic.twitter.com/paHGZyfTgK — Sudarsan Pattnaik (@sudarsansand) March 23, 2024
ଆହୁରି ପଢନ୍ତୁ ଭାରତ ଖବର...