ଏହାପୂର୍ବରୁ ନଭେମ୍ବର ୨୯ରେ ଦିଲ୍ଲୀ-ଏନ୍ସିଆରରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୨.୫ ରେକର୍ଡ ହୋଇଥିଲା।
ଭାରତ ଖବର ଆହୁରି ପଢନ୍ତୁ
ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାତି ପ୍ରାୟ ୧.୧୯ ସମୟରେ ୩.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ଗଭୀରତା ୫ କି.ମି. ରହିଥିବାବେଳେ ହରିୟାଣାର ଝଜ୍ଜର ଭୂକମ୍ପର କେନ୍ଦ୍ର ଥିଲା। ସେପଟେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ଏହାପୂର୍ବରୁ ନଭେମ୍ବର ୨୯ରେ ଦିଲ୍ଲୀ-ଏନ୍ସିଆରରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୨.୫ ରେକର୍ଡ ହୋଇଥିଲା।
ଭାରତ ଖବର ଆହୁରି ପଢନ୍ତୁ