ଏହି ଲାଟେଷ୍ଟ ଭର୍ସନ ଅପଡେଟ୍ ପରେ ଅଫଲାଇନ ବା ସ୍ୱିଚ୍ ଅଫ ଥିବା ଫୋନ ରିଙ୍ଗ ହେବ ଏବଂ ଗୁଗଲ ମ୍ୟାପରେ ଏହାର ଲୋକେସନ ମଧ୍ୟ ଦେଖିପାରିବେ ୟୁଜର୍ସ। ଆସନ୍ତା ସମୟରେ ମଧ୍ୟ ଏହି ଫିଚରକୁ ଅନ୍ୟ ଡିଭାଇସରେ ବିସ୍ତାର ହେବାକୁ ଯାଉଛି ବୋଲି ସୂଚନା। ତେବେ ବର୍ତ୍ତମାନ ଏହି ଫିଚର ଆମେରିକା ଏବଂ କାନାଡାରେ ଜାରି କରାଯାଇଛି । ଖୁବ ଶୀଘ୍ର ବିଶ୍ୱର ଅନ୍ୟ ଦେଶମାନଙ୍କରେ ଉପଲବ୍ଧ ହେବ।
ଅଧିକ ପଢନ୍ତୁ ଭାରତ ଖବର