ବହୁତ ଭଲ ବାସ୍ନା କରୁଥିବା ତେଲରେ ତୁଳା ଵୁଢାଇ କବାଟ କିମ୍ଵା ଝରକା ପାଖରେ ରଖିଦିଅନ୍ତୁ । ଏହିପରି କରିବା ଦ୍ଵାରା ମଶା,ମାଛି ଘରରୁ ଦୂରରେ ରହିବେ
ଯେଉଁ ଜାଗାରେ ଅଧିକ ମାଛି ହୋଉଥିବେ ସେହି ଜାଗାରେ ଡାଲଚିନି ରଖିଦିଅନ୍ତୁ । ଡାଲଚିନି ରଖିବା ଦ୍ଵାରା ତା ଆଖ ପାଖରେ ମଶା,ମାଛି କିଛି ରହିବେନି ।
ଝିଟିପିଟିକୁ ଘରରୁ ଦୂରେଇବା ପାଇଁ ମୟୂର ପୁଛର ବ୍ୟବହାର କରନ୍ତୁ । ଏହାକୁ ଘରର କାନ୍ଥରେ ଲଗିଇଲେ ଝିଟିପିଟି ଆସିବେନି ।
ଅଣ୍ଡାର ଚୋପାକୁ କାନ୍ଥ ପାଖରେ ରଖିଲେବି ଝିଟିପିଟି କମ ହୋଇଥାଏ । ଖାଲିସେତିକି ନୁହେଁ ର୍କପୂର ଧୁଆଁକୁ ଦେବା ଦ୍ଵାରା ମଶା,ମାଛି କମ ହୋଇଥାଏ ।