ଅଧିକ ପଢନ୍ତୁ ଭାରତ ଖବର
ପରେ ଏହାକୁ ତିନିମାସ ବୃଦ୍ଧି କରାଯାଇଥିଲା। ଡାଟା ଅପଡେଟ ପାଇଁ ୟୁଆଇଡିଏଆଇ ୱେବସାଇଟ uidai.gov.in ରେ ଲଗଇନ୍ କରି ହୋମ ପେଜରେ ‘ମାଇଁ ଆଧାର ପୋର୍ଟାଲକୁ ଯିବାକୁ ପଡ଼ିବ । ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଆସିଥିବ ଓଟିପି ବ୍ୟବହାର କରି ଲଗଇନ କରିବାକୁ ପଡ଼ିବ ।
ଅର୍ଗସ ବ୍ୟୁରୋ : ଖୁବଶୀଘ୍ର ଶେଷ ହେବ ମାଗଣା ଆଧାର ଅପଡେଟ । ଅନଲାଇନରେ ମାଗଣା ଆଧାର ଅପଡେଟର ଶେଷ ତାରିଖ ରହିଛି ୧୪ ଡିସେମ୍ବର । ଏହାପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ ଅପଡେଟ କରିବାକୁ ପଡିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ ଅପଡେଟ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ରହିଥିଲା ।