Bhakti: Bhabare Bhagabata | EP -434 | Argus News
ଆଜି ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଛି ଜି-୨୦ର ପ୍ରଥମ ବୈଠକ

ଅର୍ଗସ ବ୍ୟୁରୋ : ଆଜି ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଛି ଜି-୨୦ର ପ୍ରଥମ ବୈଠକ । ‘ସିଟି ଅଫ ଲେକ୍ସ’ ଉଦୟପୁରରେ ପହଞ୍ଚିବା ପରେ G20 ପ୍ରତିନିଧିମାନେ ପାରମ୍ପରିକ ଭାରତୀୟ ଜ୍ୟାକେଟ୍ ଓ ପଗଡି ପିନ୍ଧିଥିଲେ । ଆଜି ଓ କାଲି ଦୁଇ ଦିନ ଧରି ଜି-୨୦ ବୈଠକ ଅନୁଷ୍ଠିତ ହେବ । ବୈଠକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ବେଳେ ଏଥିରେ G20ର ପ୍ରତିନିଧିମାନେ ଯୋଗଦେବେ ।
Download Argus News App
