ୟୁ ୟୁ ଲଳିତ ଙ୍କ ନାମ ପୂର୍ବର୍ତ୍ତନ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଏନଭି ରମଣା ଘୋଷଣା କରିଥିଲେ। ଏହାପରେ ୟୁ ୟୁ ଲଳିତ ଅଗଷ୍ଟ 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଶପଥ ଗ୍ରହଣ କରି ଦାଇତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ର ବିଚାରପତି ମାନଙ୍କ ମଧ୍ୟରେ ବରିଷ୍ଠତା ଆଧାରରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି। ଯଦି ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଡି.ୱାଇ. ଚନ୍ଦ୍ରଚୂଡ଼ ଙ୍କ ନାମ ସୁପାରିଶ କରନ୍ତି ତେବେ ସେ ଦେଶର 50 ତମ ପ୍ରଧାନବିଚାରପତି ଭବେ କାର୍ଯ୍ୟ କରିବେ।
ଭାରତ ଖବର ଆହୁରି ପଢ଼ନ୍ତୁ ।