ହରିୟାଣା: ହରିୟାଣାରେ ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଓ ଜେଜେପାର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଛନ୍ତି । ତାଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ, ପ୍ରଦେଶ ଭାଜପା ମୁଖ୍ୟ ଅନିଲ ଜୈନ ମଧ୍ୟ ଉପସ୍ଥିତ ଅଛନ୍ତି ।
Chandigarh: Union Minister Ravi Shankar Prasad, Haryana CM Manohar Lal Khattar and JJP Leader Dushyant Chautala arrive at Governor house pic.twitter.com/Q2fZmQntBJ
— ANI (@ANI) October 26, 2019
ଚଣ୍ଡିଗଡରେ ହୋଇଥିବା ବୈଠକ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ରବିଶଙ୍କର କହିଛନ୍ତି ଯେ, ବିଜେପି ଗୋପାଳ କାଣ୍ଡାଙ୍କଠୁ କୌଣସି ସମର୍ଥନ ନେବ ନାହିଁ । ଏହି ବୈଠକ ପରେ ବର୍ତ୍ତମାନ ରବିଶଙ୍କର, ମନୋହର ଲାଲ ଏବଂ ଜେଜେପିର ସଦସ୍ୟ ରାଜ୍ୟୟପାଳଙ୍କୁ ସାକ୍ଷାତ କରିବକୁ ପହଞ୍ଚିଛନ୍ତି ।
