Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଖାଲରେ ଫଶିଲା ହାତୀ: ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ
ଅର୍ଗସ ବ୍ୟୁରୋ: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରରେ ତଦନ୍ତ କରୁଛି CCF ଟିମ୍। ସୁଇସାଇଡ ନୋଟରେ ପିସି କାରବାର ଓ ଚାରାରୋପଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ରାଜ୍ୟସରକାର ଘଟଣାର ବିଭାଗୀୟ ତଦନ୍ତ ପାଇଁ CCFଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦେଇଥିଲେ
କଲେଜରେ ଅଘଟଣ, ଛାତ୍ରଙ୍କୁ ଚାରି ମହଲା ଉପରୁ ଠେଲି ଦେଲେ ସହପାଠୀ
ଅର୍ଗସ ବ୍ୟୁରୋ: ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିନାୟକ କଲେଜ ଯୁକ୍ତ ଦୁଇ କଳା ଛାତ୍ର ଅଙ୍କେଶ ବାଗଙ୍କୁ ସହପାଠୀ ଆକ୍ରମଣ କରୁଥିବା ଭିଡିଓ ଡିଲିଟ୍ କରିବା ପାଇଁ ବାଧ୍ୟ କରୁଥିବ