ଆକ୍ରମଣ ପୂର୍ବରୁ ଏହି ଟେକନୋଲୋଜି ଦ୍ବାରା ସେମାନଙ୍କ ପ୍ଳାନକୁ ଜାଣିହେବ । ଯଦି ଆମକୁ ଆତଙ୍କବାଦର ସଠିକ୍ ମୁକାବିଲା କରିବାର ଅଛି ତେବେ ଆମର ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହିତ ସଜାଇବାକୁ ପଡିବ ଏବଂ ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି ଅମିତ୍ ଶାହା। ଆତଙ୍କବାଦୀ ଏବଂ ଆତଙ୍କବାଦ ଇକୋସିଷ୍ଟମ୍ ଏଜେନ୍ସିଗୁଡ଼ିକ ସୂଚନା ପ୍ରଦାନ ଠାରୁ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର