୧୯ ତାରିଖରେ ଭାରତ-ୱେଲ୍ସକୁ ଭେଟିବାକୁ ଥିବା ବେଳେ ସ୍ପେନ୍ କୁ ଭେଟିବ ଇଂଲଣ୍ଡ । ମ୍ୟାଚ୍ ଡ୍ର ହୋଇଥିଲେ ବି ପୁଲ ଡିର ଶୀର୍ଷରେ ରହିଛି ଇଂଲଣ୍ଡ । ବିଶ୍ବକପରେ ଇଂଲଣ୍ଡ ୫ଟି ଗୋଲ୍ ସ୍କାର କରିଥିବା ବେଳେ ଭାରତ ୨ଟି ଗୋଲ୍ କରିଛି । ତେଣୁ ଆଗାମୀ ମ୍ୟାଚ୍ ଜିତିବା ସହ ଅଧିକ ଗୋଲ୍ କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।