ଓ୍ୱିଣ୍ଟର: ପୃଥିବୀର ବିଭିନ୍ନ ସ୍ଥାନରେ ବରଫ ପାତ ଯୋଗୁଁ ଏକ ମୋଟା ଆସ୍ତରଣ ପଡ଼ିଥିବାର ଦୃଶ୍ୟ ବେଶ ମନୋରମ । ଭାରତର ବିଭିନ୍ନ ସ୍ଥାନରେ ଏପରି ତୁଷାର ପାତ ହେଉଥିବା ଦେଖିବାକୁ ମିଳେ ।
ସେଥିମଧ୍ୟରୁ ଭାରତର ଜମ୍ମୁ-କାଶ୍ମୀର ନିଜର ସୌନ୍ଦର୍ଯ୍ୟ ପାଇଁ ଦେଶ ତଥା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି । ସେହିପରି ବିଶ୍ୱର ଏପରି କିଛି ସୁନ୍ଦର ସ୍ଥାନ ଯେଉଁଠି ବରଫ ପାତ ହୋଇଥାଏ । ସେମତି କିଛି ସୁନ୍ଦର ଫଟୋକୁ ଦେଖନ୍ତୁ ଆଉ ଜାଣନ୍ତୁ ପ୍ରକୃତରେ କେତେ ମନୋରମ ଏହିସବୁ ସ୍ଥାନ ।
ବରମୁଲା: ଜମ୍ମୁ-କାଶ୍ମୀରର ବରମୁଲାରେ ତୁଷାର ପାତ ପରେ ଏପରି ଦୃଶ୍ୟ
[caption id="attachment_60083" align="alignnone" width="615"]

Courtesy: www.latestly.com[/caption]
[caption id="attachment_60084" align="alignnone" width="615"]

Courtesy: www.latestly.com[/caption]
ହିମାଚଳ ପ୍ରଦେଶ: ରାସ୍ତା ଉପରେ ବରଫର ମୋଟା ଆସ୍ତରଣ
[caption id="attachment_60085" align="alignnone" width="620"]

Courtesy: www.latestly.com[/caption]
ଶିମଲାରେ କାର-ବସ୍ ଯେପରି ବରଫ ଚଦରରେ ଘୋଡ଼ାଇ ହୋଇ ରହିଛି
[caption id="attachment_60086" align="alignnone" width="621"]

Courtesy: www.latestly.com[/caption]
[caption id="attachment_60087" align="alignnone" width="625"]

Courtesy: www.latestly.com[/caption]
ଉତ୍ତରାଖଣ୍ଡର ମସୁରିର ଦୃଶ୍ୟ କିଛି ନିଆରା
[caption id="attachment_60088" align="alignnone" width="635"]

Courtesy: www.latestly.com[/caption]
ନାଏଗ୍ରା ଫଲ୍ସର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ
[caption id="attachment_60089" align="alignnone" width="635"]

Courtesy: www.latestly.com[/caption]
ଶୀତ ଦିନରେ ରୁଷର ବୈକାଲ ହ୍ରଦ
[caption id="attachment_60090" align="alignnone" width="637"]

Courtesy: www.latestly.com[/caption]