ଉଚ୍ଚ ନ୍ୟାୟାଳୟ ଲିଭ୍ ଇନ୍ ରିଲେସନରେ ମହିଳାଙ୍କ ଅଧିକାରକୁ ମାନ୍ୟତା ଦେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଉଠାଇଛନ୍ତି। ଏକ ଯାଚିକାର ଶୁଣାଣୀ ସମୟରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ପୁରୁଷ ସହ ଦୀର୍ଘ ସମୟ ଧରି ସଂପର୍କରେ ଥିବା ମହିଳା ବିବାହିତ ନ ହେଲେ ବି ବ୍ରେକ୍ ଅପ୍ ପରେ ଭରଣ ପୋଷଣର ହକଦାର ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର: