Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ, ଚାଲିଛି ଭୋଟିଂ
ବାଲୁକା କଳାରେ MY VOTE MY DUTY ର ଆହ୍ଵାନ
ଅର୍ଗସ ବ୍ୟୁରୋ: ବାଲୁକା କଳାରେ MY VOTE MY DUTY ର ଆହ୍ଵାନ । ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବାକୁ ବାଲୁକା ଚିତ୍ର ମାଧ୍ୟମରେ ଆହ୍ବାନ ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି।ଗଣତନ୍ତ୍ର ର ଏହି ମହାପର୍ବ ରେ ସାମିଲ୍ ହୋଇ ସମସ୍ତେ ଦେଶକୁ ମଜବୁତ୍ କରିବାରେ ନିଜର ହାତ ବଢାନ୍ତୁ ବୋଲି କହିଛନ୍ତ
ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ମତଦାନ ହେବାକୁ ଥିବା ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହେବା ସହ ସଂଧ୍ୟା ୬ଟାରେ ଶେଷ ହେବ। ବୁଥ ଗୁଡିକରେ ପାଖାପାଖି ୨ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ୮ଟି ଆସନ ମଧ୍ୟରେ ମଥୁରାରରୁ ହେମାମାଳିନୀ ଏବଂ ମିରଟରୁ ଅରୁଣ ଗୋଭିଲଙ୍କ ଭାଗ୍ୟ ଆଜ