ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସ୍ଵରୂପ ଏହି ଦିବସ ପାଳିବାକୁ ନିର୍ଦ୍ଦେଶ ହୋଇଛି। ଆତଙ୍କବାଦୀଙ୍କ ସହ ଲଢ଼େଇରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ଦିବସ ପାଳନର ଉଦ୍ଦେଶ୍ୟ ରହିଛି।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ…
ଜାତୀୟ ଆତଙ୍କବାଦ ବିରୋଧୀ ଦିବସ ପାଳନ ପାଇଁ ଗୃହ ମନ୍ତ୍ରାଳୟର ଚିଠି

ଅର୍ଗସ ବ୍ୟୁରୋ: ମେ' ୨୧ରେ ପାଳନ ହେବ ଜାତୀୟ ଆତଙ୍କବାଦ ବିରୋଧୀ ଦିବସ। ପ୍ରତି ବର୍ଷ ମେ' 21ରେ ଜାତୀୟ ଆତଙ୍କବାଦ ବିରୋଧୀ ଦିବସ ପାଳନ କରିବା ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୃହ ମନ୍ତ୍ରାଳୟ ଚିଠି କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ ମଧ୍ୟ ଚିଠି ହୋଇଛି।
Download Argus News App
