ରେଳ ମନ୍ତ୍ରଣାଳୟ ନିଜ ଏକ୍ସ ହ୍ୟାଣ୍ଡଲରେ ଲଗାତାର ରେଳ ବିଭାଗର କାର୍ଯ୍ୟ ଏବଂ ଏହାର ଉନ୍ନତିକରଣ କେତେଦୂର ହେଉଛି ତା ଉପରେ ଅବଗତ କରାଇଥାନ୍ତି. ଏଥର ତିରୁଅନନ୍ତପୁରମ-କାସାରାଗଡ ରେଳ ସେକ୍ସନ କେରଳରୁ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି. ଯେଉଁଥିରେ ଏହି ଭାଇରାଲ ଡାଇଲଗ ବ୍ୟବହାର କରିଛନ୍ତି. ସେପ୍ଟେମ୍ବର ୨୪ ତାରିଖରେ କେରଳ ତାର ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ବାଗତ ଜଣେଇିଛି. ଏହା ପୂର୍ବରୁ ଏପ୍ରିଲରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କେରଳରେ ଉଦଘାଟନ ହୋଇଥିଲା. ଏପର୍ଯ୍ୟନ୍ତ ଏହି ଟ୍ରେନ ୧୧ଟି ଜିଲ୍ଲାକୁ କଭର କରିଛି .
Blue and Tangerine #VandeBharatExpress
So beautiful, so elegant, just looking like a wow!
Location: Vellayil Station in Thiruvananthapuram- Kasaragod section of Kerala pic.twitter.com/qpcohOyLFw — Ministry of Railways (@RailMinIndia) November 4, 2023
ଯଦି ଏହି ଡାଇଲଗ କଥା କୁହାଯାଏ, ତେବେ ଏହି ଡାଇଲଗ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି. ଜସ୍ମିନ କୌର ନାମକ ଜଣେ ସ୍ତ୍ରୀ ଲୋକ ସାଲୱାର ସୁଟ ପିନ୍ଧି ଏହି ଡାଇଲଗ କହୁଥିବା ଦେଖିବାକୁ ମିଳିଥିଲା. ପରେ ଏହି ଡାଇଲଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି.