ରୋଡ୍ ସୋ ସମୟରେ ବିଭିନ୍ନ ରାଜ୍ୟର କଳାକାରମାନେ ସାଂସ୍କୃତିକ ପ୍ରଦର୍ଶନ କରିବେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ବିଶାଳ ରୋଡ ସୋ। ଦିଲ୍ଲୀରେ ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ଦିନରେ ହେବ ରୋଡ ସୋ। ପ୍ରାୟ ଚାରିରୁ ପାଞ୍ଚ କିମି ପର୍ଯ୍ୟନ୍ତ ହେବ ରୋଡ ସୋ।
ରୋଡ୍ ସୋ ସମୟରେ ବିଭିନ୍ନ ରାଜ୍ୟର କଳାକାରମାନେ ସାଂସ୍କୃତିକ ପ୍ରଦର୍ଶନ କରିବେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।