ବିଦେଶ ଖବର ଆହୁରି ପଢନ୍ତୁ
ବିମାନରେ ଥିଲେ 68 ଜଣ ଯାତ୍ରୀ

କାଠମାଣ୍ଡୁ:ନେପାଳରେ ବଡ଼ ବିମାନ ଦୁର୍ଘଟଣା । କାଠମାଣ୍ଡୁରୁ ପୋଖରା ଯାଉଥିଲା ବିମାନ । ପୋଖରା ନିକଟରେ ଦୁର୍ଘଟଣାର ଶିକାର ହୋଇଛି ବିମାନ । ବିମାନରେ ଥିଲେ 68 ଜଣ ଯାତ୍ରୀ ।
ୟତି ଏୟରଲାଇନ୍ସର ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । କୁହାଯାଉଛି ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଏବେ ଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
Download Argus News App
