କୃଷି କ୍ଷେତ୍ରରେ ଗୁଜୁରାଟର ଚାଷୀ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନ ବିଷୟରେ ଜାଣିଲେ ଓଡ଼ିଆ ଚାଷୀ। ଆଗାମୀ ଦିନରେ ଏହି ଜ୍ଞାନ କୌଣଳକୁ ଉପଯୋଗରେ ଆଣି ଅଧିକ ଅମଳ କ୍ଷମ ହେବା ଲକ୍ଷରେ ଓଡିଆ ଚାଷୀ।
କୃଷି ଖବର ଆହୁରି ପଢନ୍ତୁ
ଗୁଜରାଟ/ଭୁବନେଶ୍ୱର : ଗୁଜରାଟ ମଡେଲ ଦେଖିଲେ ଓଡ଼ିଶା ଚାଷୀ। ବିଭିନ୍ନ ଜ୍ଞାନ କୌଶଳ ଶିଖିଲେ ଓଡ଼ିଶା ଚାଷୀ। ଆଜି କାର୍ଯ୍ୟକ୍ରମର ଉଦଯାପନିୀ ଦିବସ। 6 ଦିନିଆ ଗସ୍ତ ସମୟରେ ଗୁଜୁରାଟରେ ନୂଆ ଅନୁଭୂତି ସାଉଁଟିଛନ୍ତି ଓଡ଼ିଆ ଚାଷୀ।
କୃଷି କ୍ଷେତ୍ରରେ ଗୁଜୁରାଟର ଚାଷୀ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନ ବିଷୟରେ ଜାଣିଲେ ଓଡ଼ିଆ ଚାଷୀ। ଆଗାମୀ ଦିନରେ ଏହି ଜ୍ଞାନ କୌଣଳକୁ ଉପଯୋଗରେ ଆଣି ଅଧିକ ଅମଳ କ୍ଷମ ହେବା ଲକ୍ଷରେ ଓଡିଆ ଚାଷୀ।
କୃଷି ଖବର ଆହୁରି ପଢନ୍ତୁ