Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
୨୮ ରେ ଓଡିଶା ଆସୁଛନ୍ତି ଜେ.ପି. ନଡ୍ଡା
ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କଲେ ସୁପ୍ରିମକୋର୍ଟ
ଅର୍ଗସ ବ୍ୟୁରୋ: ଇଭିଏମ ଭୋଟିଂକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଭିଭିପାଟ୍ ବଦଳରେ ବାଲାଟ୍ ପେପରରେ ଭୋଟ୍ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥିସହ EVMର ଶତ ପ୍ରତିଶତ ଯାଞ୍ଚ ମାମଲା ଖାରଜ ହୋଇଛି । ଭିଭିପାଟ୍ ସମ୍ପର୍କିତ ସମସ୍ତ ମାମଲା ଖାରଜ କଲେ ସୁପ୍ରିମକୋର୍ଟ
ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍
ଅର୍ଗସ ବ୍ୟୁରୋ : ୨୦୧୯ ମସିହା ନୟାଗଡ଼ ଜିଲ୍ଲା ଓଡଗାଁ ବିଭତ୍ସ ଭାବରେ ଡ଼ବଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ l ଅଭିଯୁକ୍ତ ଜଣକ ହେଲେ ଓଡଗାଁ ଥାନା କୁଶଢିପି ଗାଁର ଲଣ୍ଡା ଓରଫ ନିରଞ୍ଜନ ମଲ୍ଲୀକ l ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇବା ଘଟଣା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ୨୦୧୯ ମସିହା ଜାନୁଆର