ଅଧିକ ପଢନ୍ତୁ ଭାରତ ଖବର
୧୪ ଏପ୍ରିଲ ୨୦୦୮ରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ହପଡ଼ କରି ଫେରାର ହୋଇଯାଇଥିଲା । କିନ୍ତୁ ୨ ବର୍ଷ ପୂର୍ବରୁ ୨୦୨୨ରେ ଅଭିଯୁକ୍ତଙ୍କ ପତ୍ନୀ ଅଜମଲଙ୍କ ମୃତ୍ୟୁ ପ୍ରମାଣପତ୍ର ଥାନାରେ ଦାଖଲ କରିଥିଲେ । ଏବେ ଉତ୍ତରାଖଣ୍ଡ ପୋଲିସ ହାତରେ ଅଭିଯୁକ୍ତ ଧରାପଡ଼ିବା ପରେ ଷଡ଼ଯନ୍ତ୍ର ଉପରୁ ପରଦା ହଟିଛି । ଅଭିଯୁକ୍ତ ମହମ୍ମଦ ଅଜମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।