ଦେଶରୁ ଦୁର୍ନୀତି, ଭ୍ରଷ୍ଟାଚାରକୁ ହଟାଇବାକୁ ଚେଷ୍ଟା ଜାରି ରହିଛି । କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଐତିହ୍ୟ ବିକାଶ କ୍ଷେତ୍ରରେ ବିକାଶ ହୋଇଛି। ମୋଦୀ ସରକାରରେ ଦେଶର ସଫଳତା ଉଚ୍ଚତାକୁ ଛୁଇଁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। 9 ବର୍ଷ ହେଲା ଲୋକେ ବିଜେପି ଉପରେ ଭରସା, ବିଶ୍ୱାସ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାର ଏକ ପଇସାର ଭ୍ରଷ୍ଟାଚାର କରିନାହାଁନ୍ତି। ଦେଶକୁ ଏକ ସ୍ୱଚ୍ଛ ସରକାର ଦେବା ପାଇଁ ବିଜେପି ସର୍ବଦା ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: