#WATCH | Himachal Pradesh: PM Narendra Modi greets the people en route to Ridge Maidan in Shimla. An event is being held here today to mark the eighth anniversary of the BJP govt at the Centre.
(Source: DD) pic.twitter.com/bnaCCoAAEe — ANI (@ANI) May 31, 2022
ସେପଟେ ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ଲାଭାର୍ଥୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରୁଛନ୍ତି ହିତାଧିକାରୀ ।
Himachal Pradesh | Prime Minister Narendra Modi interacts with beneficiaries of different Government schemes at the event to mark the eighth anniversary of the BJP govt at the Centre. The event is being held at Ridge Maidan in Shimla. pic.twitter.com/vTnsG3Tt9q — ANI (@ANI) May 31, 2022
ଏକାଦଶ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଏହି କିସ୍ତି ବାବଦ ମୋଟ୍ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ପିଏମ୍ କିଶାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ବର୍ଷକୁ ତିନିଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି ।