ମାତ୍ର ବିରୋଧିମାନଙ୍କ ଦ୍ବାରା ଏହାର ଘରୋଇକରଣ ହେବ ବୋଲି ଯାହା ଅପପ୍ରଚାର କରାଯାଉଛି ତାହା ସତ ନୁହେଁ । ଭାରତୀୟ ରେଳବାଇରେ ସାଇବର ସିକ୍ୟୁରିଟିକୁ ଗୁରୁତ୍ବ ଦିଆଯାଉଛି ଏବଂ ଏହାର ଆଦୌ ଘରୋଇକରଣ ହେବନି ବୋଲି ଏହି ଅବସରରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଭାରତୀୟ ରେଳବାଇର ହେବନାହିଁ ଘରୋଇକରଣ । ଏନେଇ କେନ୍ଦ୍ରର ମୋଦି ସରକାର ନେଇ ସାରିଛନ୍ତି ଦୃଢ଼ ନିଷ୍ପତି । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତକାଲି ସିଆଇଆଇର ଗ୍ଲୋବାଲ ଇକୋନୋମିକ୍ ସବମିଟ୍ରେ ଯୋଗଦେଇଥିବା ଅବସରରେ ଏକ ପ୍ରଶ୍ନର ଉତ୍ତର ଦେଇ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇକୁ ଅଧିକ ଲୋକାଭିମୂଖି କରିବା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରୟାସ କରୁଛନ୍ତି ।