ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉମେର ସନ୍ଧୁ ଆଲିଆଙ୍କ ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଆଲିଆଙ୍କ ଡେଲିଭରି ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏଥି ସହିତ, ଉମେର ତାଙ୍କ ଟ୍ୱିଟରେ # SSMB29 ଲେଖିଛନ୍ତି, ଯାହା ଫିଲ୍ମର ଟାଇଟଲକୁ ସୂଚିତ କରୁଛି । ଏହି ଫିଲ୍ମର ବଜେଟ୍ ହେଉଛି ୮୦୦ କୋଟି ଟଙ୍କା ।
କହିବାକୁ ଗଲେ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଖୁବ୍ ଲୋକପ୍ରିୟତା ପାଉଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଛନ୍ତି । ଆଗାମୀ ପ୍ରୋଜେକ୍ଟରେ ଆଲିଆ ଭଟ୍ଟ -ରଣଭୀର ସିଂଙ୍କ ସହ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ରେ ନଜର ଆସିବେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।