କାରଣ ଦୀର୍ଘ ଦିନ ପରେ ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୋଟିଏ ମଂଚରେ ଏକାଠି ହେବାକୁ ଯାଉଛନ୍ତି । ସେହିପରି କରୋନା ମହାମାରୀ ପାଇଁ ବିବାଦରେ ଥିବା ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ମଧ୍ୟ ପ୍ରଥମ ଥର ପାଇଁ ଏପରି ଏକ ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିବାଦରେ ଥିବା ପୁଟିନ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି।
ଆଜି ସାଂଘାଇ କୋର୍ପୋରେସନ ଅର୍ଗାନାଇଜେସନ ବୈଠକ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ବସିବାକୁ ଯାଉଛି ଏସସିଓ ବା ସାଂଘାଇ କୋର୍ପୋରେସନ ଅର୍ଗାନାଇଜେସନ ବୈଠକ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସମେତ ପାକିସ୍ତାନ ପ୍ରଧାମନ୍ତ୍ରୀ ଶାହବାଜ ସରିଫ ଓ ଅନେକ ଦେଶର ନେତା ଉପସ୍ଥିତ ରହିବେ । ଏହି ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି ।
Download Argus News App
