ଆଜି ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ଦେଇଛନ୍ତି । ତାଙ୍କ ଝିଅର ଭୟାନକ ମୃତ୍ୟୁକୁ ନେଇ ତାଙ୍କ ପରିବାର ଅତ୍ୟନ୍ତ ମର୍ମାହତ ଥିବାର ପ୍ରକାଶ କରିଛ ନ୍ତିା ଶ୍ରଦ୍ଧାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ନ୍ୟାୟ ମଳିବାକୁ ପ୍ରେସ ବାର୍ତ୍ତାରେ ସରକାରଙ୍କୁ ସେ ଅପିଲ କରିଛନ୍ତି ।
ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ଦେଲେ ଶ୍ରଦ୍ଧାଙ୍କ ପିତା

ଅର୍ଗସ ବ୍ୟୁରୋ : ଵହୁ ଚର୍ଚିତ ଶ୍ରଦ୍ଧା ମର୍ଡର କେସ୍ର ଅଭିଜୁକ୍ତ ଆଫତାବ ଗିରଫ ହୋଇ ଜେଲରେ ରହିଥିବା ବେଳେ ଆଜି ଶ୍ରଦ୍ଧାଙ୍କ ପିତା ବିକାଶ ୱାକର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସାକ୍ଷାତ କରିଛନ୍ତି ।
Download Argus News App
