ତେବେ ଏହାକୁ ନେଇ ଜଶୱାଲ କହିଛନ୍ତି, ଏହାକୁ ନେଇ ଫ୍ରୁଟ ରିସର୍ଚ୍ଚ ଷେଣ୍ଟରର ବୈଜ୍ଞାନିକ କହିଛନ୍ତି, ଏହି ଫଳ ବେଶ ଉପାଦାୟକାରୀ । ଏହି ଫଳ ଲୋକଙ୍କ ଡିପ୍ରେସନ ଦୂର କରିବା ସହ ଅନେକ ରୋଗ ଦୂର କରିଥାଏ ।
ଏହାକୁ ନେଇ ଆଉ ଜଣେ ବୈଜ୍ଞାନିକ କହିଛନ୍ତି,ଭୋପାଳର ଜଳବାୟୁ ଖୁବ ଭଲ ଥିବାରୁ ଏଠାରେ ଏହି ଗଛ ଦେଖିବାକୁ ମିଳିଥାଏ । ବିଭିନ୍ନ ଅଞ୍ଚଳରେ ଗଛକଟା ଯାଉଥିବାରୁ ଏଠାରେ ଏହି ଗଛକୁ ସୁରକ୍ଷିତ ଭାବେ ରଖାଯାଇଛି । ଏଥିସହ ସେ କହିଛନ୍ତି ଏହି ଗଛକୁ ଯଦି କୌଣସି କୃଷକ କିଣି ଏଥିରୁ କିଛି ଲାଭବାନ ହେବାକୁ ଚାହାନ୍ତି, ତେବେ ଏହାକୁ ସେ କିଣିପାରିବେ ।
ଏହି ଫଳ ଖୁବ ସ୍ବାଦଷ୍ଟ ଫଳ । ଏହାର ଏକ ବିଶେଷତ୍ବ ହେଉଛି ଏହି ଫଳ ଟିକେ ଡେରିରେ ପାଚେ । କିନ୍ତୁ ପାଚିବା ପରେ ଏହାର ସୁଗନ୍ଧ ଅନେକ ଦୂର ଯାଏଁ ବ୍ୟାପିଯାଏ । ଏହି ଫଳର ଚାହିଦା ଅନ୍ୟ ଦେଶରେ ବେଶ ଅଧିକ ରହିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।