ଗତବର୍ଷ ନଭେମ୍ବରରେ ଉକ୍ତ ବିଶ୍ବବିଦ୍ୟାଳୟର ବିଏସଏସି ଗଣିତ ପଞ୍ଚମ ସେମିଷ୍ଟର ପରୀକ୍ଷା ହୋଇଥିଲା। ଯାହାର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା କେତେଜଣ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତ ଦର୍ଶାଯାଇଥିବା ବେଳେ ଫଳାଫଳରେ ଅନେକ ତ୍ରୂଟି ପରିଲକ୍ଷିତ ହୋଇଛି। ସେଗୁଡ଼ିକର ସଂଶୋଧନ କରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
ଅଧିକ ଭାରତ ଖବର ପଢ଼ନ୍ତୁ