ମହୁଆ ଦର୍ଶନ ହିରାନନ୍ଦାନୀଙ୍କଠାରୁ ୨ କୋଟି ନଗଦ ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ନେଇଥିବା ଅଭିଯୋଗ ରହିଛି । ଏହାସହ ସଂସଦ ୱେବସାଇଟରେ ତାଙ୍କର ଗୋପନୀୟ ଆକାଉଣ୍ଟର ଲଗ୍-ଇନ୍ ତଥ୍ୟ ସେୟାର କରିଥିବା ଅଭିଯୋଗ ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଆସନ୍ତା ମେରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । କିଛିଦିନ ପୂର୍ବରୁ ମୋଇତ୍ରା ଦିଲ୍ଲୀ ହାଇକୋର୍ଟରେ ଇଡିର ତଦନ୍ତ ବିରୋଧରେ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।
ଅଧିକ ପଢନ୍ତୁ ଭାରତ ଖବର