ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରମ ସଙ୍କ୍ରମିତଙ୍କ ସଂଖ୍ୟା । ଯାହାକୁ ନେଇ ଭୟର ବାତାବାରଣ ରହିଛି।
ସୂଚନାନୁସାରେ, ଗତକାଲି ରାଜସ୍ଥାନରେ ୯ ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।
ଅର୍ଗସ ବ୍ୟୁରୋ: ଭାରତରେ ଓମିକ୍ରନ ଡର । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏସବୁ ଭିତରେ ଆଜି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପର ବୈଠକ । ବୈଠକରେ ବୁଷ୍ଟର ଡୋଜକୁ ନେଇ ନିଆଯାଇପାରେ ନିଷ୍ପତ୍ତି । ଦେଶରେ ଶିଶୁଙ୍କୁ ଟିକାକରଣ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି ।