ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ବିଶେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ଦାୟିତ୍ଵ

ନୂଆଦିଲ୍ଲୀ: ବିଶେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ଦାୟିତ୍ଵ ମିଳିଛି। ବିଶେଶ୍ଵର ଟୁଡୁ ୨୦୧୯ରେ ମଯୂରଭଞ୍ଜ ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଆଦିବାସୀଙ୍କ ସେବା କରି ସେ ଉଦାହରଣ ପାଲଟିଛନ୍ତି। ଉତ୍ତର ଓଡିଶାର ଜଣାଶୁଣା ଆଦିବାସୀ ନେତା ଭାବରେ ସେ ପରିଚିତ।
Download Argus News App
