ଅଧିକ ପଢନ୍ତୁ : ଵର୍ତ୍ତମାନ ଲୋକମାନେ ଛୋଟ ଘରକୁ ଵେଶି ପସନ୍ଦ କରୁନାହାନ୍ତି
ପରେ ଏଥିରେ ନିଜ ନିଜର ଭାଷା ଚୟନ କରିବାକୁ ପଡିବ । ଭାଷା ଚୟନ ପରେ ୟୁଜର୍ସଙ୍କ ପାଇଁ ୩ଟି ଅପ୍ସନ ଆସିବ, ଯେଉଁଥିରେ ଟିକେଟ ବୁକ , ଡାଉନଲୋଡ ଟିକେଟ ଏବଂ ଲାଷ୍ଟ ଟ୍ରାନ୍ସଜାକସନ୍ ଭଳି ବିକଳ୍ପ ଆସିବ। ଯେଉଁଥିରୁ ଆପଣ ବୁକ ଟିକେଟର ବିକଳ୍ପ ବାଛିପାରିବେ । ଏବଂ କେଉଁଆଡେ ଯିବେ ଚୟନ କଲାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଆସିବ , ଏବଂ ଆପଣଙ୍କ ଟିକେଟ ବୁକିଂ କରାଯାଇପାରିବ । ଏହିପରି ଭାବରେ ଆପଣ ନିଜର ଟିକେଟ ଡାଉନଲୋଡ ମଧ୍ୟ କରିପାରିବେ । ଦିଲ୍ଲୀ ଟ୍ରାନ୍ସପୋର୍ଟ ସିଷ୍ଟମ ପାଇଁ କେବଳ ଏପରି ଫିଚରର ବ୍ୟବସ୍ଥା କରାଯାଇଛି ।