ପ୍ରତି ଜିଲ୍ଲାପାଳ, ସରକାରୀ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ସମେତ ସିଡିଏମ ଓ ପିଏଚ୍ଓମାନଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ଏହିସବୁ ହେଲ୍ଥ ସେଣ୍ଟରରେ କାର୍ଯ୍ୟରତ ପତ୍ୟେକ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରତିଦିନ ଖାଦ୍ୟ ବାବଦକୁ ୨୪୦ ଟଙ୍କା ଦେବାକୁ କୁହାଯାଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯିବା ।