ଘଟଣାରୁ ପ୍ରକାଶ, ଗତ ୨୦୧୬ ମସିହାରେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ତାଙ୍କ ପରିବାର ଲୋକେ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାୟୀ ପୀଡିତା ନିଜ ଘରେ ଶୋଇଥିବା ସମୟରେ ଘରେ ପଶି ବଳପୂର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ତେବେ ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ବିରଞ୍ଚି କୁମାର ରଥ ଏହି ରାୟ ଶୁଣାଇଛନ୍ତି। ପିଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧୀକରଣ ସେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।