ସେପଟଡେ ଯାତ୍ରୀ ଅନ୍ତସନ୍ତ ହେଉଛନ୍ତି । ଗାଡି ଗୁଡିକ ଲମ୍ଭା ଲାଇନ୍ ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଢେଙ୍କାନାଳ: ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ ଡାକରା ଦେଇଛି ଓକିଲ ସଙ୍ଘ । ବରିଷ୍ଠ ଆଇନଜୀବି ଶସଧର ମାହାନ୍ତିଙ୍କ ଉପରେ ମରଣାତ୍ମକ ଆକ୍ରମଣର ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ୧୨ ଟି ସଂଗଠନ ସମର୍ଥନ ଜଣାଇଛି ।
ସେପଟଡେ ଯାତ୍ରୀ ଅନ୍ତସନ୍ତ ହେଉଛନ୍ତି । ଗାଡି ଗୁଡିକ ଲମ୍ଭା ଲାଇନ୍ ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।