ଅଧିକ ପଢନ୍ତୁ ଓଡିଶା ଖବର
ପରିବାର ଲୋକେ ଉଭୟ ଶିଶୁଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ଦୁଇ ଶିଶୁଙ୍କ ଅକାଳ ବିୟୋଗକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଶିଶୁଙ୍କ ପରିବାରକୁ ସରକାରୀ ସ୍ତରରେ ସହଯୋଗ ପାଇଁ ଦାବି ହୋଇଛି।
ନୂଆପଡ଼ା: ନୂଆପଡ଼ା ସିନାପାଲି ଚଉଁରା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡି 2ଶିଶୁ ମୃତ। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି।