ଏହାସହ ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ସିସିଟିଭିରେ ଭିଜୁଆଲ କଏଦ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଘଟଣାରେ ସଂପୃକ୍ତି ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ବିଳମ୍ବିତ ରାତିରେ ଏକ ହୋଟେଲରେ ବୋମା ମାଡ଼, ଦୁଇ ଆହତ

ଅର୍ଗସ ବ୍ୟୁରୋ: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ଼ ହୋଇଛି । ବିଳମ୍ବିତ ରାତିରେ ଏକ ହୋଟେଲରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ଖାଇବା ପରେ ବାକି ଟଙ୍କା ମାଗିବାରୁ ରାତି ପ୍ରାୟ 12.50ରେ ଦୁଇଟି ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ବୋମା ମାଡ଼ରେ ଜଣେ ବସ ମାଲିକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।
Download Argus News App
