ସୂଚନାନୁଯାୟୀ, ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ 129 ଜଣ, ବାଲେଶ୍ଵରରୁ 69, ବରଗଡ଼ରୁ 77, ଭଦ୍ରକରୁ 41, ବଲାଙ୍ଗିରରୁ 71, ବୌଦ୍ଧରୁ 12, କଟକରୁ 150, ଦେଓଗଡ଼ରୁ 20, ଢେଙ୍କାନାଳରୁ 38, ଗଜପତିରୁ 6, ଗଞ୍ଜାମରୁ 33, ଜଗତସିଂହପୁରରୁ 64, ଯାଜପୁରରୁ 73, ଝାରସୁଗୁଡ଼ାରୁ 43, କଳାହାଣ୍ଡିରୁ 69, କେନ୍ଦ୍ରାପଡ଼ାରୁ 61, କନ୍ଧମାଳରୁ 31, କେଉଁଝରରୁ 58, ଖୋର୍ଦ୍ଧାରୁ 283, କୋରାପୁଟରୁ 41, ମାଲକାନାଗିରିରୁ 20, ମୟୁରଭଞ୍ଜରୁ 111, ନବରଙ୍ଗପୁରରୁ 60, ନୟାଗଡ଼ରୁ 40, ନୂଆପଡ଼ାରୁ 90, ପୁରୀରୁ 30, ରାୟଗଡ଼ାରୁ 24, ସମ୍ବଲପୁରରୁ 52, ସୋନପୁରରୁ 68, ସୁନ୍ଦରଗଡ଼ରୁ 99, ଷ୍ଟେଟ ପୁଲରୁ 56 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 268364କୁ ବୃଦ୍ଧି ହୋଇଥିବା ବେଳେ 244227 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ 22949 ଆକ୍ଟିଭ୍ କେସ୍ ରହିଛି।