ଗୁରୁତର ଦୁଇ ଛାତ୍ରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ ହୋଇଥିବା ସୂଚନା । ବର୍ତ୍ତମାନ ସେ ଚିକିତ୍ସାଧିନ ଥିବା ଜଣାପଡିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସ୍ଵରସ୍ଵତୀ ମୂର୍ତ୍ତୀ ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ, ତିନି ଆହତ

ଅର୍ଗସ ବ୍ୟୁରୋ: ବାଲେଶ୍ଵର ଜଳେଶ୍ଵରରେ ଅଘଟଣ। ସ୍ଵରସ୍ଵତୀ ମୂର୍ତ୍ତୀ ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ।ଦୁର୍ଘଟଣାରେ ଦୁଇ ଛାତ୍ର ଗୁରୁତର , ତିନି ଆହତ । ଦୁର୍ଘଟଣା ହୋଇଥିବା ଛାତ୍ର ଜଳେଶ୍ଵର ବ୍ଲକ ଓଲମାରା ସରକାରୀ ଉଚ୍ଚବିଦ୍ୟାଳୟର। ରାଇବଣିଆକୁ ସରସ୍ଵତୀ ପୂଜା ପାଇଁ ମୂର୍ତ୍ତୀ ଆଣିବା ପାଇଁ ଯିବା ସମୟରେ ଭାରସାମ୍ୟ ହରାଇ କଣ୍ଟାବଣି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
Download Argus News App
