ରାଜ୍ୟରେ କୋଭିସିଲଡ଼ ଟିକାର ଅଭାବ ପାଇଁ ଆଜି ୧୫ ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ମାତ୍ର ୯୭ଟି ଟୀକାକରଣ କେନ୍ଦ୍ରରେ ଭ୍ୟାକ୍ସିନେସନ୍ ଜାରି ରହିଛି । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଯାହାକୁ ନେଇ ରାଜ୍ୟବାସୀ ଚିନ୍ତିତ। ଏଭଳି ସ୍ଥିତିରେ ରାଜ୍ୟକୁ ଟିକା ଆସିବା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର କବର।
ରାଜ୍ୟକୁ ଆସିଲା ୩୮ ହଜାର ଡୋଜ୍ କୋଭାସ୍କିନ
ଭୁବନେଶ୍ୱର: ରାଜ୍ୟକୁ ଆସିଲା ୩୮ ହଜାର ଡୋଜ୍ କୋଭାସ୍କିନ। ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲଡ଼ ଟୀକା ଆସିଥିଲା। ଆଜି କୋଭାକ୍ସିନ ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲଡ଼ ଟୀକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ଓ କୋଭାକ୍ସିନ ୩ ଲକ୍ଷ ୯ ହାଜର ୫୩୦ ଡୋଜ୍ ମହଜୁଦ ଅଛି ।
Download Argus News App
