ଶ୍ରେଣୀ ଗୃହ ନଥିବାରୁ ପଠାପଢାଇବାରେ ସମସ୍ୟା ସୃଷ୍ଟି ହେଉଛି ସେଭଳି ଶିକ୍ଷକ ନ ଥିବାରୁ ଶିକ୍ଷାଦାନରେ ବାଧା ଶୃଷ୍ଠି ହେଉଛି। ଏ ନେଇ ଅଭିଭାବକ ମାନେ ଅଭିଯୋଗ କରି ଆସୁଥିବା ବେଳେ ସମସ୍ୟର ସମାଧାନ ନଥିବାରୁ ଅଭିଭାବକଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ l ସ୍କୁଲ ରେ ଶିକ୍ଷକ ବ୍ୟବସ୍ଥା ସହ ପାଠପଢାରେ ସୁବିଧା ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଅନ୍ୟ ସ୍କୁଲରେ ପାଠପଢିବା ପାଇଁ ଛାଡୁଛନ୍ତି। ପିଲାଙ୍କ ଶିକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରି ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଉଥିବା ବେଳେ ରାଜ୍ୟରେ ଏଭଳି ବହୁ ଗାଁ ରହିଛି ଯେଉଁଠି ନା ଅଛି ଶିକ୍ଷା ଵଭିତ୍ତିଭୂମୀ ନା ଅଛନ୍ତି ଶିକ୍ଷକ। ଫଳରେ ଶିକ୍ଷାଲାଭ କରିବାରେ ବିଚ୍ୟୁତ ହେଉଛନ୍ତି ଛାତ୍ରଛାତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: