ଦେଶର ୪ଟି ସହରରେ ଜିଓ 5G ସେବା ଆରମ୍ଭ ହୋଇସାରିଛି। ସେହି ସହରଗୁଡ଼ିକ ହେଉଛି ଦିଲ୍ଳୀ, କୋଲକାତା, ମୁମ୍ବାଇ ଏବଂ ବାରଣାସୀ। ଜିଓ ଗତ ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରଣାସୀରେ ୫ଜି ସେବାର ଏକ ବିଟା ପରୀକ୍ଷଣ ଆରମ୍ଭ କରିଛି। ଏବେ କମ୍ପାନି ତା’ର ବ୍ୟବହାରକାରୀଙ୍କୁ ୫ଜି ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି।
ଟେକ୍ନୋଲୋଜି ଖବର ଆହୁରି ପଢ଼ନ୍ତୁ ।