ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସବୁଠାରୁ ଆଗରେ ଅଛି ଖୋର୍ଦ୍ଧା। ଏଠାରୁ ୮୯୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୮୧, ଝାରସୁଗୁଡ଼ାରୁ ୫୫୭, ନୂଆପଡ଼ାରୁ ୪୪୮, କଟକରୁ ୩୪୨, କଳାହାଣ୍ଡିରୁ ୩୨୦, ବରଗଡ଼ରୁ ୨୯୮, ସମ୍ୱଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬, ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦, ପୁରୀରୁ ୧୪୩, ଅନୁଗୋଳରୁ ୧୦୭, ବାଲେଶ୍ୱରରୁ ୧୦୧, ବଲାଙ୍ଗିରରୁ ୯୮, କୋରାପୁଟରୁ ୯୨, କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡ଼ରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦, ସୋନପୁରରୁ ୬୨, ଦେବଗଡ଼ରୁ ୪୨, କେନ୍ଦ୍ରାପଡ଼ାରୁ ୩୮, କନ୍ଧମାଳରୁ ୩୭, ମାଲକାନଗିରିରୁ ୧୬, ବୌଦ୍ଧରୁ ୧୪, ଢ଼େଙ୍କାନାଳରୁ ୮ ଓ ଷ୍ଟେଟ୍ ପୁଲ୍ରୁ ୧୭୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
Another 6164 Covid patients have recovered and are being discharged on 04.05.2021
893 from Khordha
781 from Sundargarh
557 from Jharsuguda
448 from Nuapada
342 from Cuttack
320 from Kalahandi
298 from Bargarh
279 from Sambalpur
229 from Nabarangpur
216 from Ganjam — H & FW Dept Odisha (@HFWOdisha) May 4, 2021