ଏହାର ବିଷୟ ବସ୍ତୁ ଥିଲା ସୁନ୍ଦରଗଡର ଏୈତିହ ଓ ସଂସ୍କୃତି। ଏହି ଆଲୋଚନା ଚକ୍ରରେ ବିଧାୟିକା କୁଶୁମ ଟେଟେ, ସୁନ୍ଦରଗଡ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ,ଓଡିଶା ସାହିତୟ ଏକାଡେମୀର ପୁର୍ବତନ ଉପସଭାପତି ଗିରିଦଣ୍ଡସେନା,ଅ।ଇନଜିବୀ ନିମାଇ ନାୟକ,ଅଶୋକ ଦାଶ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ସୁନ୍ଦରଗଡ ଜିଲ୍ଲା ସ୍ଵତନ୍ତ୍ର ଭାବେ ନିଜର ଏକ ପରିଚୟ ସୃଷ୍ଠି କରିଛି ତାକୁ ମନେରଖିବା ପାଇଁ ଅ।ଜି ଏହିଭଳି ଏକ ଉତ୍ସବଅ।ମେ ମନାଉଛୁ ତେବେ ସବୁଠାରୁ ବଡ କଥା ବର୍ତ୍ତମାନ ହେବାକୁ ଥିବା ବିଶ୍ଵକପ ହକି ଏଣୁ ସମସ୍ତେ ନିଜର ଭାଗିଦାରି ଦେଖାଇବାର ଅ।ବଶ୍ୟକତା ରହିଛି ବୋଲି କହିଥିଲେ ଜିଲ୍ଲାପାଳ ଓ ଏସ.ପି.।