ଅଧିକ ପଢନ୍ତୁ ଓଡିଶା ଖବର
ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲେ l ନିକଟରେ ନାବାଳିକାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୁର୍ଲା ଡାକ୍ତରଖାନାରେ ଭର୍ତି କରିଥିଲେ l ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ l ଏନେଇ ନାବାଳିକାଙ୍କ ବାପା କିସିଣ୍ଡା ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଦୀନବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l