ନିଆଁ ଲିଭାଇବା ପରେ କାରକୁ ଜବତ କଲା ମଧୂପାଟଣା ପୋଲିସ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ତେବେ କେଉଁ କାରଣରୁ କାରରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ।
କଟକ: କଟକ ଲିଙ୍କ ରୋଡ୍ ଫ୍ଲାଏଓଭର ଉପରେ ଅଘଟଣ । ଜଳିଗଲା ଚଳନ୍ତା କାର । କାର ଭିତରେ ଥିଲେ ଜଣେ ଚାଳକ । ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । କଟକ ପଟୁ ଭୁବନେଶ୍ୱର ଆଡକୁ ଯାଉଥିଲା କାର୍ ।