ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁ ଟିକୁ ଉଦ୍ଦାର କରି ଏସ ଏନ ସିୟୁ ରେ ଭର୍ତି କରିଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନାମିଳିଛି।
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସର ରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅର୍ଗସ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଦାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା ଉପରେ ଏକ ବ୍ୟାଗ ଘୋଡାଇ ଦେଇଥିଲେ। କେହି ଜଣେ ଏ ବାବଦରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।
Download Argus News App
