ଅଧିକ ପଢନ୍ତୁ : ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଧୁମ୍ ଲୁଟୁଛନ୍ତି ମାଫିଆ
ଖବର ପାଇ ଅରଣ୍ୟ ତୁରନ୍ତ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ I ବହୁ ସମୟ ଅପେକ୍ଷା ପରେ ଆମ୍ବୁଲାନ୍ସ ନ ଆସିବାରୁ ନିଜେ ସୋଲା ମଟର ବିକୁଥିବା ଠେଲା ଗାଡ଼ିରେ ନିଜ ସ୍ତ୍ରୀ କୁ ଶୁଆଇ ଠେଲି ଠେଲି ଧର୍ମଶାଳା ମେଡିକାଲ ନେଇ ଆସିଥିଲେ I ଡାକ୍ତରଖାନା ରେ ପହଁଚିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ I ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର I ସବୁ ଡାକ୍ତରଖାନା ରେ ଆମ୍ବୁଲାନ୍ସ ରଖା ଯାଇଛି I 5ଟି ଶାସନର ସ୍ୱଚ୍ଛତା କହୁଥିବା ସରକାରଙ୍କ ଏହି ହେଉଛି ବିକଳ ଚିତ୍ର I